ଜୀବନ ସଙ୍ଗିନୀ

ଜୀବନର କଷ୍ଟ ଘଡି ମାନଙ୍କରେ ସାଥେ ରହି 
ମୋର ଜୀବନକୁ ଏକ କୋଳକୁ ଲଗେଇଲ
ମୋର ଜୀବନ ସଙ୍ଗିନୀ 
ତୁମେ ମୋର ଜୀବନ ହୋଇଲ।

କଷ୍ଟ ସୁଖରେ ମୋତେ ସମ୍ଭାଳିଲ
ଘର ସଂସାର ପିଲାଙ୍କ ସଂଗେ ପରିବାର ଦେଲ
କେମିତି ତୁମର ଧନ୍ୟବାଦ କରିବି ଏବେତ କହିବ
ମୋର ଜୀବନଟିର ନାଆ ଟିକୁ 
ନଦୀର କୋଳରେ ଲଗାଇଲ,
ହେ ମୋର ଜୀବନ ସଙ୍ଗିନୀ 
ତୁମେ ମୋର ଜୀବନ ହୋଇଲ।

ଚାଲ ଚାଲିବା ଏଇରାସ୍ତା ଡଗର ସଂଗେ ସଂଗେ
ହାଥ ରେ ହାଥ ଧରି ସମୁଦ୍ରର ବାଲି ଗାମୁଛାରେ
ସେଇ ଚାନ୍ଦ ତାରା ବାଦଲରେ ଘର ବସେଇବା 
ତୁମବିନା ଜୀବନରେ ଏକ ପାଦ ଚାଲିବା ଅସହ୍ୟ ହେବ
ହେ ମୋର ଜୀବନ ସଙ୍ଗିନୀ ତୁମେ ମୋର ଜୀବନ ହୋଇଲ।
dedicated to Amma nanagaru
©Lata tejeswar renuka

Comments

Popular posts from this blog

ହେ ଜଗନ୍ନାଥ!

Someone Watching Me

नवदुर्गा